କପିଳାଷରେ ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର

ଆଜି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ବାବା ଚନ୍ଦ୍ରଶେଖରଙ୍କ ପୀଠରେ ମହୁମାଛି ଆକ୍ରମଣରେ ଜଣେ ଭକ୍ତ ଗୁରୁତର ହୋଇଛନ୍ତି।

ଭକ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଭକ୍ତ ନାମ ଜଣାପଡ଼ି ନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version