ବାଲେଶ୍ଵର ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତର କଣ୍ଟାବଣିଆ ଗ୍ରାମରେ ବେଆଇନ ଗଛକଟା ଦେଖିବାକୁ ମିଳୁଥିବା ବେଳେ ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।
ଏହାପରେ ଆଜି ଉକ୍ତ କଟା ଗଛକୁ ସିଜ କରାଯାଇଛି।
Credible Local News of Odisha