ବହୁଚର୍ଚ୍ଚିତ କନ୍ଧମାଳ ନନ୍ ଗଣଦୁଷ୍କର୍ମ ମାମଲାରେ କଟକ ଦୌରା ଜଜ୍ଙ୍କ କୋର୍ଟରେ ହାଜର ହେଲେ ନନ୍।
ଗଣଦୁଷ୍କର୍ମ ମାମଲାରେ ଆଜି ନନ୍ଙ୍କ ସାକ୍ଷ୍ୟ ଗ୍ରହଣ ହେବ। ଫେରାର ଥିବା ଅଭିଯୁକ୍ତଙ୍କୁ ନେଇ ରୁଜୁ ମାମଲାରେ ସାକ୍ଷ୍ୟ ଦେବେ।
Credible Local News of Odisha