ଉପଖଣ୍ଡ ଚିକିତ୍ସାଳୟରେ ସୁରକ୍ଷା ସପ୍ତାହ ପାଳିତ

କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ ଆଜି ସୁରକ୍ଷା ଓ ସ୍ୱଚ୍ଛତା ସପ୍ତାହ ପାଳିତ ହୋଇଛି ।

ଚାରିଆଡ଼େ ସଫା ସୁତରା ରଖିବା, ନିରୋଗ ରହିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ୧୫ ଦିନ ଚାଲିବ। ପ୍ରଥମ ଦିନରେ ଉପଜିଲ୍ଲାପାଳ ଭଗବାନ ବେହେରା, ଉପଖଣ୍ଡ ଚିକିତ୍ସା ଅଧିକାରୀ ସିବାନନ୍ଦ ମହାନ୍ତି ଓ ଆଶାକର୍ମୀ ଯୋଗଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version