ଆସନ୍ତା ୧୭ରେ ଓଡ଼ିଶା ଆସିବେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ

ଏ ନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି।

ଶ୍ରୀ ବଂଶଲ୍ କୋର କମିଟି ସହ ଆଲୋଚନା କରିବେ ଏବଂ ୨୦୨୪ ପାଇଁ ପ୍ଲାନ ପ୍ରସ୍ତୁତ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version