ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ ଜିଲ୍ଲା ରେଙ୍ଗାଳି ସ୍ଥିତ ମଙ୍ଗଳା‌ ମନ୍ଦିର ପରିସରରେ ଆଜି ପ୍ରଜାପିତା‍ ବ୍ରହ୍ମକୁମାରୀ ଇଶ୍ବରୀୟ ଅନୁଷ୍ଠାନ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କଣିହାଁ ବ୍ଲକର ବିଭିନ୍ନ ଅଞ୍ଚଳର କୃଷକମାନେ ଉପସ୍ଥିତ ଥିଲେ। କିଭଳି ଭାବେ ନିଜେ ଉନ୍ନତ ଧରଣର ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ବ୍ରହ୍ମକୁମାରୀ ଇଶ୍ବରୀୟ କର୍ମକର୍ତ୍ତାମାନେ କୃଷକମାନଙ୍କୁ ବୁଝାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version