ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ମାଧପୁର ପଞ୍ଚାୟତ ସୋରିଷପଙ୍କ(କୁଡାସାହି)ରେ ଆଣ୍ଠୁଏ ବର୍ଷା ପାଣି ଜମିରହିଥିବା ବୋରୱେଲରୁ ପାନୀୟ ଜଳଆଣି ଗାଁ ଲୋକେ ପିଇବା,ରୋଷେଇ ଇତ୍ଯାଦି କାର୍ଯ୍ଯ କରୁଥିବା ଦେଖିବାକୁ ମିଳିଛି।
ସଂକ୍ରମଣ ଭୟ ଥିବାରୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।ଏନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।