ଆଜି ଭୁବନେଶ୍ବରରେ ପହଞ୍ଚିବେ ଦୁଇ ଦେଶର ଖେଳାଳି

ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରରୁ ଖେଳାଳିଙ୍କୁ ସୁରକ୍ଷା ମଧ୍ୟରେ ହୋଟେଲ୍‌ ନିଆଯିବ ।

ଶନିବାର ଦିନ ପର୍ଯ୍ୟାୟ କ୍ରମେ ଉଭୟ ଦଳ କଟକ ବାରବାଟୀ ଯାଇ ଅଭ୍ୟାସ କରିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version