ଆଜି ଦୁବାଇରେ ଓଡ଼ିଶା ଇନଭେଷ୍ଟରସ୍ ମିଟ

ଓଡିଶାରେ ପୁଞ୍ଜିନିବେଶ ପାଇଁ ସୁଯୋଗ ଓ ସମ୍ଭାବନାକୁ ନେଇ ଶିଳ୍ପଦ୍ୟୋଗୀଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିରେ ୧୨ରୁ ଉର୍ଦ୍ଧ୍ବ କମ୍ପାନୀ ଯୋଗ ଦେବେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version