ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ ସାନସିମୁଳିଆ ଗ୍ରାମ ରାସ୍ତା ଅତି ଶୋଚନୀୟ ଭାବେ ପଡି ରହିଥିବା ନେଇ ପ୍ରଶାସନ ପାଖରେ ଅନେକ ବାର ଅଭିଯୋଗ କରିଥିଲେ ସ୍ଥାନୀୟ ଯୁବକ।
ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା । ଫଳରେ ଯୁବକମାନେ ଆଜି ନିଜ ସକ୍ଷମ ଅନୁସାରେ ଖର୍ଚ୍ଚ କରି ଗ୍ରାମ୍ୟ ରାସ୍ତା ମରାମତି କରିଛନ୍ତି।