ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ

ଆଜି ତାଲସାରଡା ପଞ୍ଚାୟତ କର୍ଯ୍ୟାଳୟ ପରିସରରେ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବୌଦ୍ଧ ଜିଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁ,ଆରଖିଅଧ୍ୟକ୍ଷ ଶ୍ରୀ ପ୍ରହ୍ଲାଦ ସହାୟ ମିନା,ବିଡ଼ିଓ ବୌଦ୍ଧ ଶ୍ରୀ ଅବିନାଶ ପାଣ୍ଡିଆଙ୍କ ସହିତ ଜିଲ୍ଲାର ବିଭିନ୍ନ ଅଧିକାରୀ ସହିତ ସରପଞ୍ଚ ବ୍ଲକର ଅଧିକାରୀ ଯୋଗଦlନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version