ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇଛି କ୍ରାଇମବ୍ରାଞ୍ଚ ।
ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳର ଯାଞ୍ଚ କରାଯାଇଛି କହିଛନ୍ତି।ଗୋପାଳକୁ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । କାହିଁକି ଗୁଳି କଲେ ଓ ପୂର୍ବଶତ୍ରୁତା ଥିଲା କି ନାହିଁ ତଦନ୍ତ ଚାଲିଛି ବୋଲି କହିଛନ୍ତି ବୋଥ୍ରା।