ଅଜିତ ଓଡିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ସଭାପତି

ଓଡିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ସଭାପତି ଭାବେ ଅଜିତ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ କେଳୁଚରଣ ମହାପାତ୍ର ଅଡ଼ିଟୋରିୟମଠାରେ ଅନୁଷ୍ଠିତ ଆସୋସିଏସନ ନିର୍ବାଚନରେ ଦେବାଶିଷ ମହାକୁଡ଼ ଉପସଭାପତି,ସଞ୍ଜୟ କୁମାର ପ୍ରଧାନ ସାଧାରଣ ସଂପାଦକ,ରାଜେଶ କୁମାର ମିଶ୍ର ଯୁଗ୍ମ ସଂପାଦକ ଓ ନିରଞ୍ଜନ ନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version