ରଥଯାତ୍ରା

ଆଜି ଶ୍ରୀବିଗ୍ରହଙ୍କ ସୁନାବେଶ

Credit:- Shree Jagannath Temple Office, Puri

ଶ୍ରୀମନ୍ଦିର ସମ୍ମୁଖରେ ସିଂହଦ୍ୱାରରେ ଗତକାଲି ବାହୁଡା଼ ଯାତ୍ରାରେ ପହଁଚିଥିବା ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି l ଆଜି ଅନ୍ୟାନ୍ୟ ନୀତିକାନ୍ତି ପରେ ସନ୍ଧ୍ୟା 5 ଟାରୁ ରଥାରୁଢ଼ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ l ପ୍ରାୟ 138 ପ୍ରକାର ସୁନା ଅଳଙ୍କାରରେ ତିନି ଠାକୁର ଝଟକିବେ  l