ତିନି ରଥର ଦକ୍ଷିଣ ମୋଡ଼, ଶ୍ରୀମନ୍ଦିର ବାହୁଡିବେ ଶ୍ରୀଜୀଉ

Credit:- Shree Jagannath Temple Office, Puri

ରଥଯାତ୍ରା

ଆଉ ଦିନକ ପରେ ବାହୁଡ଼ା ଥିବା ବେଳେ ଶ୍ରୀଜୀଉ ଶ୍ରୀମନ୍ଦିର ବାହୁଡ଼ିବା ପାଇଁ ତିନି ରଥର ଦକ୍ଷିଣ ମୋଡ଼ ସରିଛି । ପଞ୍ଚମ ଦିନରେ ବି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।