ରଥ ଯାତ୍ରା  କାଉଣ୍ଟ ଡାଉନ

ଜାରି ରହିଛି ପ୍ରଭା ନିର୍ମାଣ କାର୍ଯ୍ୟ

Credit:- Shree Jagannath Temple Office, Puri

ତିନିରଥର ପୋଟଳ ତଳକୁ ଚାରି ଗୋଟି ଲେଖାଁଏ ଋଷି ପଟା ସଂଯୋଗ ହୋଇଛି ଏବଂ ପ୍ରଭା ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି  । ବେଦୀ ପଛ ଓ ସମ୍ମୁଖ ଭାଗରେ ପଟା ବାଡ଼ିଆ ଶେଷ ହେବା ସହ ରଥର ଦକ୍ଷିଣ ଏବଂ ବାମ ପାର୍ଶ୍ୱରେ ପଟା ପଡିବା ଶେଷ ପର୍ଯ୍ୟାୟରେ ପହଁଚିଛି ।