ରଥଯାତ୍ରା

ଗୁଣ୍ଡିଚା ମନ୍ଦିର ସାମ୍ନାରେ ତିନିରଥ

Credit:- Shree Jagannath Temple Office, Puri

ଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଦେଉଥିବା ବେଳେ ଆଜି ଆଡ଼ପ ମଣ୍ଡପ ବା ଜନ୍ମବେଦୀକୁ ବିଜେ କରିବେ ।  ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି ।