Credit:- Shree Jagannath Temple Office,Puri
ପୁରୀ ତିନିରଥରେ ୪୪ ଗୋଟି ଯୋକା ଚାରି କୋଣରେ ଫିଟିଙ୍ଗ ହେବା ସହ ପ୍ରଥମ ଭୁଇଁ ନିର୍ମାଣ ଶେଷ ହୋଇଛି । ଚାରି-ନାହାକାରେ ପ୍ରଥମ ଭୁଇଁ ଫ୍ରେମ ସଂଯୋଗ କରାଯାଇ, ତିନିରଥରେ ୧୪ ନାହାକା ସେଟିଂ ଚାଲିଛି ।