ରଥ ଯାତ୍ରା  କାଉଣ୍ଟ ଡାଉନ

ପୁରୀ ରଥଯାତ୍ରାର ରଥନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ଦଣ୍ଡା ଫ୍ରେମରେ କଣ୍ଟା ବସିବାପରେ ତିନିରଥର ଗରଗରା ରଥ ଉପରକୁ ଉଠି ଗରଗରାରେ ଖାପ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି ।  ତିନିରଥର ପଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ପୋଲ ଗୟଳ ଲାଗିଛି ।

ପଡିଲା ତିନିରଥର ଗରଗରା

Credit:- Shree Jagannatha Temple Office, Puri