ଆଜି ଅନୁଷ୍ଠିତ ହେବ ହେରାପଞ୍ଚମି ନୀତି

Credit:- Shree Jagannath Temple Office, Puri

ଆଜି ହେରାପଞ୍ଚମୀରେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଗୋପନରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ। ଏଥିପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ମାଆ ଲକ୍ଷ୍ମୀ ଫେରିଲା ବେଳେ ନନ୍ଦିଘୋଷ ରଥ ଭାଙ୍ଗିବେ। ଏହାପରେ ଆସନ୍ତାକାଲିଠୁ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି।

ରଥଯାତ୍ରା