ରଥଯାତ୍ରା

ଆଜି ରଥରେ ଅଧରପଣା ନୀତି

Credit:- Shree Jagannath Temple Office, Puri

ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ଠାକୁରଙ୍କ ରଥରେ  ଆଜି ଅଧରପଣା ନୀତି ଅନୁଷ୍ଠିତ ହେବ l ତିନିଠାକୁରଙ୍କ ଠାରେ ୯ଟି ମାଟିହାଣ୍ଡିରେ ଅଧରପଣା ଲାଗିହେବ l