Credit:- Shree Jagannath Temple Office, Puri
ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ଠାକୁରଙ୍କ ରଥରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହେବ l ତିନିଠାକୁରଙ୍କ ଠାରେ ୯ଟି ମାଟିହାଣ୍ଡିରେ ଅଧରପଣା ଲାଗିହେବ l