ରଥ ଯାତ୍ରା  କାଉଣ୍ଟ ଡାଉନ

ଦିନକ ପରେ ରଥଯାତ୍ରା ଥିବାବେଳେ ଦର୍ଜି ସେବକ ମାନେ ତିନିରଥର କନା କାମ ଶେଷ କରିବା ପରେ ଆଜିଠୁ ରଥରେ ଲାଗିବା ଆରମ୍ଭ ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ତିନିରଥର ଦୁଆର ବେଢାରେ କନା ଲାଗିବ ଏବଂ ଆସନ୍ତାକାଲି ବାକି ଅଂଶରେ ରଥକନା ଲାଗିବାର କାର୍ଯ୍ୟକ୍ରମ ରହିଛି ।

ରଥରେ ଲାଗିଲା କନା

Credit:- Shree Jagannath Temple Office ,Puri