ରଥ ଯାତ୍ରା  କାଉଣ୍ଟ ଡାଉନ

ତିନିରଥର ପୋଟଳ ଉପରେ କଳସ ସଂଯୋଗ

Credit:- Shree Jagannath Temple Office, Puri

ଆସନ୍ତା ୧ତାରିଖରେ ରଥଯାତ୍ରା ଥିବା ବେଳେ ପୁରୀ ରଥନିର୍ମାଣରେ ତିନିରଥର ପୋଟଳ ଉପରେ କଳସ ସଂଯୋଗ ହୋଇଛି । ଦୁଆର ବେଢ଼ା ଉପର ଭାଗରେ ଚନ୍ଦ୍ରଶାଳୀରେ ଧ୍ୱଜ-ବତା ସଂଯୋଗ ହୋଇଛି l ସେହିପରି ତିନି ରଥ ପ୍ରଭାରେ ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି l