ତିନିରଥର ବିଜେ ଚକା ନିର୍ମାଣ ଶେଷ

Credit:- Shree Jagannath Temple Office, Puri

ରଥ ଯାତ୍ରା  କାଉଣ୍ଟ ଡାଉନ

ଆସନ୍ତା ୧ତାରିଖରେ ରଥଯାତ୍ରା ଥିବାବେଳେ ପୁରୀ ତିନିରଥର ୨୪ ଗୋଟି ନାଟଗୋଡ଼ ସମସ୍ତ ଦୁଆର ବେଢାରେ ସଂଯୁକ୍ତ ହୋଇଛି ଏବଂ ତିନିରଥର ବିଜେ ଚକା ନିର୍ମାଣ ଶେଷ ହୋଇଛି । ପ୍ରଭାରେ ରୂପ ଖୋଦେଇ ଜାରୀ ରହିଥିବା ବେଳେ କନ୍ୟା ପଟାରେ ଚିତ୍ର ଅଙ୍କନ ଚାଲିଛି ।