ରଥ ଯାତ୍ରା  କାଉଣ୍ଟ ଡାଉନ

ଆଗେଇ ଚାଲିଛି ତିନିରଥର ରଙ୍ଗ କାମ

Credit:- Shree Jagannath Temple Office, Puri

ତିନି ରଥର ବାର ଗୋଟି ଦୁଆର ବେଢ଼ାରେ ରୂପ ଅଙ୍କନ କାର୍ଯ୍ୟ ଶେଷ ହୋଇ ରଥ ଉପରକୁ ଉଠିଛି ଏବଂ ତିନିରଥର ରଙ୍ଗ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ସେହିପରି ତିନିରଥର ବେଦି ଚାରିପାର୍ଶ୍ୱରେ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି l