ରଥ ଯାତ୍ରା କାଉଣ୍ଟ ଡାଉନ

ରଥ କନା କାର୍ଯ୍ୟ ଆରମ୍ଭ

Credit:- Shree Jagannth Temple Office ,Puri

ତିନିରଥର ତୃତୀୟ ଭୁଇଁ ସଂଯୋଗ ପରେ ବଡ ଧରା ପୋଟଳ ଉଠିବା ସହ ପ୍ରଥମ ଭୁଇଁରେ ବସିବା ପାଇଁ  କନକ ମୁଣ୍ଡି ନିର୍ମାଣ ହୋଇ ବିନ୍ଧ ଖୋଦେଇ ଚାଲିଛି ଏବଂ ରଥ କନା କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ଦୁଆର ବେଢାରେ ଫିଟିଙ୍ଗ ହେବା ପାଇଁ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ରହିଅଛି ।