ରଥ ଯାତ୍ରା  କାଉଣ୍ଟ ଡାଉନ

ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଗତକାଲି ତିନିରଥରେ ପୋଲ ଗୟଳ ପଡିସାରିବା ପରେ ତିନିରଥରେ ଦୁଇଟି ଲେଖାଏଁ ଛନ୍ଦା ଗୟଳ ପଡିଛି । ଅନ୍ୟପରେ ପ୍ରଭାରେ ଲାଗିବାପାଇଁ ତିନିରଥର ଦୁଇଟି ଲେଖାଏଁ ଧୂଳି ଦଣ୍ଡା କାମ ଶେଷ ହୋଇଛି ।

ରଥରେ ପଡିଲା ଛନ୍ଦା

Credit:- Shree Jagannath Temple Office, Puri