Credit:- Shree Jagannatha Temple Office,Puri
ପୁରୀ ରଥଖଳାରେ ତିନିରଥର ଚାରି ନାହାକା ଉଠିଛି । ଏହା ବ୍ୟତୀତ ତିନିରଥର ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହେବା ସହ ଜଗତ ପୃଷ୍ଠ ଶେଣୀ ରଚଉପଟ କାର୍ଯ୍ୟ ଜାରୀ ରହିଛି ।