ରଥଯାତ୍ରା

ଆଡପମଣ୍ଡପରେ ଦର୍ଶନ ଦେଛନ୍ତି ଶ୍ରୀଜିଉ

Credit:- Shree Jagannath Temple Office,Puri

ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ଗତକାଲି ବଡ଼ଦାଣ୍ଡରେ ଲୀଳା ଲଗାଇବା ପରେ ଶନିବାର ଦିନ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି। ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ରବିବାରଠାରୁ ଆଡ଼ପ ଦର୍ଶନ ଆରମ୍ଭ ହେବ।ଆଜିଠାରୁ ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ବି ପାଇପାରିବେ।