ରଥଯାତ୍ରା

ଆଜି ଶ୍ରୀମନ୍ଦିର ବାହୁଡିବେ ଚତୁର୍ଦ୍ଧାମୂରତି

Credit:- Shree Jagannath Temple Office, Puri

ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୋୟଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ ।