ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ

ବଲାଙ୍ଗୀର -ସୋନପୁର ରାସ୍ତାରେ କାର ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଆଜି ସୁନ୍ଦରଗଡ଼ ଏସପିଙ୍କ ସୁପାରିସ କ୍ରମେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ନିଲମ୍ବିତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି l

ଏହି ଦୁର୍ଘଟଣା ପାଇଁ ଗିରଫ ହୋଇଥିବା ସ୍ନିଗ୍ଧାରାଣୀଙ୍କ ଡ୍ରାଇଭରଙ୍କୁ ଜାମିନ ମିଳିଥିବା ବେଳେ ସ୍ନିଗ୍ଧାରାଣୀଙ୍କ ନାମରେ ମାମଲା ରୁଜୁ ହୋଇଛି l

Nuakhai wishes