କୋଷାଗୁମୁଡାରେ 24 ଘଣ୍ଟାରେ 38.4 ମିମି ବର୍ଷା
ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ କୋଷାଗୁମୁଡାରେ 38.4 ମିଲିମିଟର ବର୍ଷା ହୋଇଛି l
Credible Local News of Odisha
ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ କୋଷାଗୁମୁଡାରେ 38.4 ମିଲିମିଟର ବର୍ଷା ହୋଇଛି l
ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ମାଟ୍ରିକ ପାସ ହାର 85.99% ଥିବା ବେଳେ 6641 ଜଣ ଛାତ୍ର ଓ 6639 ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି l
ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡାରେ 40.6 ମିଲିମିଟର ବର୍ଷା ହୋଇଛି l
ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡାରେ 40.6 ମିଲିମିଟର ବର୍ଷା ହୋଇଛି l
ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ରାଇଘରରେ 32 ମିଲିମିଟର ବର୍ଷା ହୋଇଛି l
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜବାଗୁଡ଼ା ଗାଁ ନିକଟ କାଜୁ ଜଙ୍ଗଲ ଭିତରେ ଗୋଟିଏ ଓଢ଼ଣୀରେ ଉଭୟଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି।
ମୃତ ଯୁବତୀ ସେହି ଗାଁର ହୋଇଥିବା ବେଳେ ଯୁବକ ପାପଡ଼ାହାଣ୍ଡି ବ୍ଲକ ଦାମାପାଲା ଗାଁର ସୂଚନା ମିଳିଛି। ଗତକାଲିଠୁ ଉଭୟେ ନିଖୋଜ ଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହାତିଗାଁଠାରୁ କୁସୁମପୁର ରାସ୍ତାରେ ମାଓ ପୋଷ୍ଟର ଲାଗିଛି।
ମାଓବାଦୀମାନେ ଜଙ୍ଗଲ ସୁରକ୍ଷା ପାଇଁ ଆହ୍ବାନ ଦେବା ସହ ଚାଷ ନାଁରେ ଜଙ୍ଗଲରୁ ଅବାଧ ଗଛ କାଟ୍କୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲାର ରାଇଘରରେ ଗତ 24 ଘଣ୍ଟା ମଧ୍ୟରେ 27 ମିଲିମିଟର ବର୍ଷା ହୋଇଛି l
ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ 35.4 ମିଲିମିଟର ବର୍ଷା ହୋଇଛି l
ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ତଥା ପ୍ରୋଗ୍ରାମର ବିକାଶ ସାନା ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି l ଏହା ପରେ ତାଙ୍କ ନବରଙ୍ଗପୁର ଓ ଉମରକୋଟ ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି l
ମଧ୍ୟାହ୍ନ ଭୋଜନ ପରିବହନ କରୁଥିବା ଜଣେ ଠିକାଦାରଙ୍କ ବିଲ ମଞ୍ଜୁର କରିବା ସହ ସିକ୍ୟୁରିଟି ଅର୍ଥ ଫେରାଇବା ପାଇଁ ବିକାଶ ଏହି ଲାଞ୍ଚ ଦାବି କରିଥିଲେ l