ଗୁହାଳରେ ନିଆଁ ଲାଗି ୩୦ ଛେଳି, ୪ ଗୋରୁ ଜୀବନ୍ତ ଦଗ୍ଧ
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ଦଳବୁଦ୍ଧି ଗାଁରେ ଅଗ୍ନିକାଣ୍ଡ ଘଟିଛି।
ପୂର୍ବ ଶତ୍ରୁତାରୁ ଗୁହାଳରେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।
Credible Local News of Odisha
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ଦଳବୁଦ୍ଧି ଗାଁରେ ଅଗ୍ନିକାଣ୍ଡ ଘଟିଛି।
ପୂର୍ବ ଶତ୍ରୁତାରୁ ଗୁହାଳରେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।
ବାଲେଶ୍ୱର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଇସ୍ତଫା ଦେଇଛନ୍ତି।
ଏକାଧିକ କାରଣ ଦର୍ଶାଇ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଲେ।
ଖରିଦା ଓ ମାଣତ୍ରୀ ଗାଁରେ ୨ଟି ମନ୍ଦିରରୁ ରୁପା ମୂର୍ତ୍ତି ଓ ବଂଶୀ ଚୋରି ହୋଇଥିବା ବେଳେ ଅନ୍ୟ ୪ଟି ମନ୍ଦିରରୁ ମୂର୍ତ୍ତି ଓ ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସୋର ଥାନାରେ ଏତଲା ପରେ ଘଟଣାସ୍ଥଳରେ ପୁଲିସ ଛାନଭିନ୍ କରୁଛି।
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସୀତାଡିହା ଗାଁରେ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୧୦ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ନିଆଁ ଲିଭାଇବା ବେଳେ ପୋଡ଼ିଗଲେ ଦମ୍ପତି। ଗୁରୁତର ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି।
ବାଲେଶ୍ଵର ଜିଲ୍ଲା ଆର୍ତ୍ତପୁର ପଞ୍ଚାୟତ ହଂସପାଟଣା ଗାଁରେ ଏହି ଘଟଣା ଘଟିଛି।
ସାନ ଭାଇ ସହ ବଲ୍ ପାଇଁ ଝଗଡ଼ା କରିବାରୁ ବାପା ତାଗିଦ କରିଥିଲେ। କିଛି ସମୟ ପରେ ଗାଁ ପାଖ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ନାବାଳକ।
ମୟୂରଭଂଜ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ବାଲେଶ୍ବର ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର।
ବାଲେଶ୍ବରର ଶଙ୍ଖାରିରେ ମନ୍ମଥ ମନୋଜ ସ୍ମୃତି ପୀଠ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।
ଏହା ସହ ଜିଲ୍ଲାରେ ୨୨୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବର ସହରରେ ସିଟି ବସ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ୱାଭିମାନ ମଞ୍ଚ ଓ ବିଜେପି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।
ଫଳରେ ଦୋକାନ ବଜାର ବନ୍ଦ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି।
ସ୍ୱାଭିମାନ ମଞ୍ଚ ପକ୍ଷରୁ ସକାଳ ୭ରୁ ଅପରାହ୍ନ ୨ଟା ଯାଏଁ ବନ୍ଦ ପାଳନ କରାଯାଉଛି।
ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି।
ବାଲେଶ୍ବର ବାଲିଆପାଳରେ କୁଦମାନସିଂ ଗାଁରେ ଏହି ଘଟଣା ଘଟିଛି।
ରୋଷେଇ କରୁଥିବା ବେଳେ ନିଆଁ ଲାଗିଗଲା।