ବଡ଼ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଲା ସାନଭାଇ

ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କୁମ୍ଭାରଖାନ୍ ଗାଁରେ ଏହି ଘଟଣା ଘଟିଛି।

ବଡ଼ଭାଇ ଜଣକ ଗତକାଲି ଛେଲିଆମାଲ ଡ୍ୟାମକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ। ଆଜି ମୃତଦେହ ମିଳିବା ଖବର ଶୁଣିବା ପରେ ୧୪ ବର୍ଷୀୟ ସାନଭାଇ ବିଷ ପିଇଥିବା ସୂଚନା ମିଳିଛି।

ଜମି ଜାଲିଆତି ମାମଲାରେ ଆଉ ଜଣେ ଗିରଫ

ବଲାଙ୍ଗୀର ଜିଲ୍ଲା ଧୂମାମରା ଜମି ଜାଲିଆତି ଘଟଣାରେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି l ମୃତ ବ୍ୟକ୍ତିଙ୍କ ନାମରେ ଜାଲିଆତି କରି ଜମି ବିକ୍ରି ହୋଇଥିବା ଏହି ଘଟଣାରେ ପୂର୍ବରୁ 6 ଜଣ ଗିରଫ ହୋଇଥିଲେ l

କରୁଆଁଝର ହାଇସ୍କୁଲ ଭତ୍ତିଭୂମି ବିକାଶକୁ ନେଇ ଟେଣ୍ତର

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ କରୁଆଁଁଝର ହାଇସ୍କୁଲର ଭିତ୍ତିଭୂମି ବିକାଶ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ ୨୧,୩୯,୮୬ଟଙ୍କା ରହିଛି ଏବଂ ଆଶାୟୀ ଆସନ୍ତା ଅଗଷ୍ଟ ମାସ ୦୫ ଭିତରେ ବିଡ ଦାଖଲ କରିପାରିବେ।

ହରିଶଙ୍କର ହାଇସ୍କୁଲର ବିଭିନ୍ନ ବିଲଡିଙ୍ଗ ନିର୍ମାଣ ସକାଶେ ଟେଣ୍ତର ବିଜ୍ଞପ୍ତି

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ରେଙ୍ଗାଲି ହରିଶଙ୍କର ହାଇସ୍କୁଲର ଲାଇବ୍ରେରୀ ହଲ,କମ୍ପ୍ଯୁଟର ଓ ବିଜ୍ଞାନ ବିଲଡିଙ୍ଗ ନିର୍ମାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ ୪୧,୩୮,୪୬୭ଟଙ୍କା ରହିଛି ଏବଂ ଆଶାୟୀ ଆସନ୍ତା ଅଗଷ୍ଟ ମାସ ୦୫ ଭିତରେ ବିଡ ଦାଖଲ କରିପାରିବେ।

ଝରନି ହାଇସ୍କୁଲ ବିଲଡିଙ୍ଗ ନିର୍ମାଣ ସକାଶେ ଟେଣ୍ତର ବିଜ୍ଞପ୍ତି

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଝରନି ରାମୋଦ ୟୁ.ଜି.ଏଚ.ଏସର ହାଇସ୍କୁଲ ବିଲଡିଙ୍ଗ ନିର୍ମାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ ୪୨,୨୫,୨୪୮ଟଙ୍କା ରହିଛି ଏବଂ ଆଶାୟୀ ଆସନ୍ତା ଅଗଷ୍ଟ ମାସ ୦୮ ଭିତରେ ବିଡ ଦାଖଲ କରିପାରିବେ।

ଚାଣ୍ଟିପଲା ହାଇସ୍କୁଲ ବିଲଡିଙ୍ଗ ନିର୍ମାଣ ସକାଶେ ଟେଣ୍ତର

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଳକ ଚାଣ୍ଟିପଲା ଠାରେ ଏକ ନୂତନ ହାଇସ୍କୁଲ ବିଲଡିଙ୍ଗ ନିର୍ମାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ ୩୭,୧୨,୬୭୬ଟଙ୍କା ରହିଛି ଏବଂ ଆଶାୟୀ ଆସନ୍ତା ଅଗଷ୍ଟ ମାସ ୦୪ ଭିତରେ ବିଡ ଦାଖଲ କରିପାରିବେ।

୧ ଏକର ଜମି ଫେରିପାଇଲେ କ୍ଷତିଗ୍ରସ୍ତ ପରିବାର

ବଲାଙ୍ଗିର ଧୂମାମରା ଜମି କେଳେଙ୍କାରୀ ମାମଲାରେ ୧ ଏକର ଜମି ଫେରିପାଇଛନ୍ତି କ୍ଷତିଗ୍ରସ୍ତ ପରିବାର।

ଆଉ ୫୦ ଡିସମିଲ ଫେରିବ ବୋଲି ସୂଚନା ଦେଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା।

Nuakhai wishes