ମହାକାଳପଡ଼ାରେ ଯବାନଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା ଜିଲ୍ଲା କିଆରବାଙ୍କ ସ୍ଥିତ ଡିଆର୍‌ଡିଓ ଅଫିସ୍‌ରେ ଆତ୍ମହତ୍ୟା କରିଛନ୍ତି।

ମୃତ ଯବାନ ହେଲେ ରାଜେଶ କରନ୍। ତାଙ୍କ ଘର ତାମିଲନାଡୁରେ। ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୪ ଗୁରୁତର

କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ନିକଟରେ ଗଛରେ ପିଟି ହେଲା ବୋଲେରୋ।

ମୃତକମାନେ ୩ ଜଣ ଝିଅ। ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୪ ଗୁରୁତର

କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ନିକଟରେ ଗଛରେ ପିଟି ହେଲା ବୋଲେରୋ।

ମୃତକମାନେ ୩ ଜଣ ଝିଅ। ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

କେନ୍ଦ୍ରାପଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି ଲୋନ୍ କାଗଜପତ୍ରରେ ଦସ୍ତଖତ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ।

ପ୍ରଧାନଶିକ୍ଷକ ନିରଞ୍ଜନଙ୍କଠାରୁ ନଗଦ ଟଙ୍କା ଜବତ ହୋଇଛି।

ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ରାଜ୍ୟ ସରକାର ଆଇଏଏସ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଗତ ୪ରୁ ୧୩ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିଲା ଭିତରକନିକା।

ଆଜିଠୁ ଖୋଲିଥିବା ନେଇ ଭିତରକନିକା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଜିଲ୍ଲା ଓଲଟପୁର ଥାନା କଣ୍ଟାପଡ଼ା ଗାଁରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମା ସହ କଳି ପରେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା

ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ାରେ ଗଣନା ଆରମ୍ଭ ହୋଇଛି।

ଏହା ୩ ଦିନ ଯାଏଁ ଚାଲିବ। ଏଥିରେ ୨୨ଟି ଟିମ୍ ସାମିଲ୍‌ ଅଛନ୍ତି।

ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା

ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ାରେ ଗଣନା ଆରମ୍ଭ ହୋଇଛି।

ଏହା ୩ ଦିନ ଯାଏଁ ଚାଲିବ। ଏଥିରେ ୨୨ଟି ଟିମ୍ ସାମିଲ୍‌ ଅଛନ୍ତି।

Nuakhai wishes