PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ଏହି ବଡ଼ ସୂଚନା ଦେଇଛନ୍ତି। ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ। ଟୋଲ୍ ଗେଟ୍ରେ PUCC ଫାଇନ୍ କମାଇବା ପାଇଁ ଚାଲିଛି ଯୋଜନା। ୧୦ ହଜାର ଟଙ୍କା ଫାଇନ୍କୁ କମ୍ କରିବାକୁ ଆଲୋଚନା ଚାଲିଛି କହିଛନ୍ତି ମନ୍ତ୍ରୀ।
Credible Local News of Odisha