କଳାହାଣ୍ଡିର ଜଣେ ଶିକ୍ଷକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ଏବେ ଆଉ ଜଣକୁ ମାରାଥନ୍ ପଚରାଉଚରା କରୁଛି।
ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ହେଲେଣି ମୋଟ୍ ୭ ଜଣ। ଆଗରୁ ୪ ଶିକ୍ଷକ ସମେତ ୬ ଜଣ ଗିରଫ ହୋଇଥିଲେ। ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏହି ଘଟଣାର ମାଷ୍ଟରମାଇଣ୍ଡ ଅଛନ୍ତି।
Credible Local News of Odisha