OTET ପରୀକ୍ଷା ସ୍ଥଗିତ; ବିଜେଡିର ବିକ୍ଷୋଭ

OTET ପରୀକ୍ଷା ସ୍ଥଗିତ ନେଇ ବୋର୍ଡ ଅଫିସ୍‌ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ପ୍ରତିବାଦ କରିଛି।

ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତକାଲି ହେବାର ଥିଲା ସ୍ବତନ୍ତ୍ର OTET ପରୀକ୍ଷା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes