ସ୍କୁଲ ଶିକ୍ଷକ ପଦବୀ ପାଇଁ ଆବେଦନ କରୁଥିବା ଆଶାୟୀମାନେ ଥରେ OTET ପାସ୍ କଲେ ଜୀବନବ୍ୟାପୀ ବୈଧତା ରହିବ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ OTET ପାସ୍ କଲେ ବୈଧତା ୭ ବର୍ଷ ରହୁଥିଲା।
Credible Local News of Odisha