OCS ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ ହୋଇଛି।ମାର୍ଚ୍ଚ ୭ ତାରିଖ OCS ପରୀକ୍ଷା ଆବେଦନର ଶେଷ ତାରିଖ ରହିଛି।ପ୍ରାର୍ଥୀଙ୍କ ନାମରେ ପରିବର୍ତ୍ତନ ହୋଇଥିଲେ ଡକ୍ୟୁମେଣ୍ଟ ଧାର୍ଯ୍ୟ ଅନିବାର୍ଯ୍ୟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes