ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ

ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ

ପଶ୍ଚିମ କେନ୍ଦ୍ରୀୟ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇଛି।

ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଅଞ୍ଚଳରେ ସୂଦୃଶ ଲଘୁଚାପ।ଆଗାମୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ସାପ କାମୁଡ଼ାରେ ଛୋଟ ପୁଅ ମୃତ, ମାଆ ଗୁରୁତର

ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗାଁରେ ଶୋଇଥିଲା ବେଳେ କାମୁଡ଼ିଦେଇଥିଲା ସାପ।

ଏହି ଘଟଣାରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମାଆକୁ ଗୁରୁତର ଅବସ୍ଥାରେ ବାରିପଦାକୁ ସ୍ଥାନାନ୍ତର କରାଯାଇଛି।

ସାପ କାମୁଡ଼ାରେ ଛୋଟ ପୁଅ ମୃତ, ମାଆ ଗୁରୁତର

ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗାଁରେ ଶୋଇଥିଲା ବେଳେ କାମୁଡ଼ିଦେଇଥିଲା ସାପ।

ଏହି ଘଟଣାରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମାଆକୁ ଗୁରୁତର ଅବସ୍ଥାରେ ବାରିପଦାକୁ ସ୍ଥାନାନ୍ତର କରାଯାଇଛି।

ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମାଞ୍ଚଳ ଥାନା ବନ୍ତୋପାଟଣା ଗାଁରେ ହତ୍ୟାକାଣ୍ଡ ଘଟିଛି।

ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ପରିବାରର ୪ ଜଣଙ୍କୁ ହାଣିପକାଇଲା ପୁଅ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗାଁରେ ଏହି ଘଟଣା ଘଟିଛି।

ପାରିବାରିକ କଳହରୁ କୁରାଢ଼ିରେ ହାଣି ପକାଇଥିଲା। ବାପା, ମାଆ, ଭଉଣୀ, ଭାଇବୋହୂ ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।

ରାତିରେ ସାପ କାମୁଡ଼ାରେ ୨ ଭାଇ ମୃତ

ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଅଘଟଣ ଘଟିଛି।

ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା। ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ହେବ ବୋଲି ସୂଚନା ମିଳିଛି।

ରାତିରେ ସାପ କାମୁଡ଼ାରେ ୨ ଭାଇ ମୃତ

ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଅଘଟଣ ଘଟିଛି।

ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା। ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ହେବ ବୋଲି ସୂଚନା ମିଳିଛି।

Nuakhai wishes