ବ୍ରିଟିଶରଙ୍କ ବିରୋଧରେ ସାହସିକତା ଦେଖାଇଥିଲେ ପାଇକ, ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ହୋଇଥିଲା ପାଇକ ବିଦ୍ରୋହ, ସ୍ବାଧୀନତାର ପ୍ରଥମ ବିଦ୍ରୋହ ଘୋଷଣା ପାଇଁ ପୂର୍ବରୁ ଦାବି କରିଛି ଆଜି NCERT ବହିରୁ ହଟାଇବା ନୈରାଶ୍ୟଜନକ କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିଦ୍ରୋହକୁ ନ୍ୟାୟ ସୁନିଶ୍ଚିତ କରନ୍ତୁ କହିଛନ୍ତି ନବୀନ।