୧୨ ଜଣିଆ ଟିମ୍ ସହ ଛତିଶଗଡ଼ ପୋଲିସ ପାଖରେ ଆତ୍ମସମର୍ପଣ କଲେ।ଅନ୍ୟମାନେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବା ପାଇଁ ଅଡିଓ ଟେପ୍ ଦେଲେ।ମମତାକୁ ଧରାଇ ଦେବା ପାଇଁ ୩୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ଦଶ୍ରୁ ନିହତ ପରେ ମମତା KKBN ଡିଭିଜନର ମୁଖ୍ୟ ହୋଇଥିଲେ।କନ୍ଧମାଳ ଜିଲ୍ଲାରେ ସକ୍ରିୟ ଶୁକ୍ରୁ ଦାଦାଙ୍କୁ ଆତ୍ମସମର୍ପଣ ପାଇଁ ଦେଲେ ଆହ୍ବାନ। 7008638703 ନଂରେ ଯୋଗାଯୋଗ ପାଇଁ ଅଡିଓ ଟେପରେ ଅନୁରୋଧ କରିଥିଲେ। ଶୁକ୍ରୁକୁ ଧରିବାକୁ ଜିଲ୍ଲା ପୋଲିସ, SOG ଟିମ୍ କରଡ଼ା ଜଙ୍ଗଲକୁ ଘେରି ରହିଛନ୍ତି।