ଭୂପେନ୍ଦ୍ର ସିଂ ପୁନିଆଙ୍କୁ କ୍ରୀଡ଼ା ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଡି. ପ୍ରଶାନ୍ତ ରେଡ୍ଡୀ ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। MSME ସଚିବ ହେଲେ ରଶ୍ମିତା ପଣ୍ଡା। ସୁରେନ୍ଦ୍ର ମୀନାଙ୍କୁ CMGI କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ଅବୋଲି ସୁନୀଲ ନରବଣେଙ୍କୁ ଇପିକଲ୍ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।