EVMକୁ ନେଇ ଗଣ୍ଡଗୋଳ: ୨୦ ଗିରଫ

ରସୁଲପୁର ଓ ଧର୍ମଶାଳା ବ୍ଲକରେ EVMକୁ ନେଇ ଗଣ୍ଡଗୋଳ ଘଟଣାରେ ରସୁଲପୁରର ୬ ଓ ଧର୍ମଶାଳା ବ୍ଲକର ୧୪ ଜଣଙ୍କୁ ଗିରଫ କଲା ପୁଲିସ।

ମାମଲାରେ ଶତାଧିକଙ୍କ ନାଁରେ ମାମଲା ରୁଜୁ ହୋଇଛି କହିଛନ୍ତି ଏସଡିପିଓ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes