978 ଗ୍ରାମର ବ୍ରାଉନସୁଗର ଜବତ, ଚାରି ଗିରଫ

ପିପିଲି ପୁଲିସ ଆଜି ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରେ ଚଢ଼ାଉ କରି 978 ଗ୍ରାମର ହ୍ରାଉନସୁଗର ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି l
ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes