5T ସଚିବଙ୍କ କାର୍ଯ୍ୟକ୍ରମରେ ୫ ମହିଳା ଅସୁସ୍ଥ

ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ଚାଲିଥିବା କାର୍ଯ୍ୟକ୍ରମରେ ଅସୁସ୍ଥ ହୋଇପଡ଼ିଲେ ୫ ମହିଳା।

ସମସ୍ତ ୫ ଜଣ ଅସୁସ୍ଥଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes