5 ତାରିଖ ପରେ ଲଘୁଚାପ ସମ୍ଭାବନା

ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା 5 ତାରିଖ ପରେ ଏକ ଲଘୁଚାପ ହେବାର ସମ୍ଭାବନା ଥିବା ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଶୁଖିଲା ରହିବ ଏବଂ ଏହା ପରେ ମୌସୁମୀ ସକ୍ରିୟ ହେଉଥିବାରୁ ବର୍ଷା ସମ୍ଭାବନା ଥିବା କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes