5-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ କଳାହାଣ୍ଡି ଜିଲ୍ଲାପାଳ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ 5-ଟିରେ ରୂପାନ୍ତରିତ ହୋଇଥିବା ୧୦ଟି ହାଇସ୍କୁଲର ଉଦଘାଟନ ଆସନ୍ତା ୨୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିଡିଓ କନଫରେନ୍ସଂ ହେବାକୁ ଯାଉଥିବାରୁ ଜିଲ୍ଲାପାଳ ଆଜି ଉକ୍ତ ସ୍କୁଲ ଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଉପରେ ତଦାରଖ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes